Kalia Scholarship( କାଳିଆ ଛାତ୍ରବୃତ୍ତି) For Farmer Children – Online Application Form, Eligibility, Details

Government of Odisha has announced a new financial assistance scheme namely “Kalia Scholarship( କାଳିଆ ଛାତ୍ରବୃତ୍ତି) in respect of the students belonging to the children of the KALIA scheme beneficiaries who are studying and aspiring for technical and professional education. Read below details to get more information in Odiya Language.

Kalia Scholarship( କାଳିଆ ଛାତ୍ରବୃତ୍ତି) Details Scheme

ଓଡ଼ିଶା ରାଜ୍ୟ ସରକାର ଓଡ଼ିଶା କାଳିଆ ଯୋଜନାରେ ହିତାଧୂକାରୀଙ୍କ ସନ୍ତାନସନ୍ତତି ମାନଙ୍କର ଉଚ୍ଚ ବୃତ୍ତିଗତ ଶିକ୍ଷା ଲାଭ ପାଇଁ “ କାଳିଆ ଛାତ୍ରବୃତ୍ତି” ଘୋଷଣା କରିଛନ୍ତି

କାଳିଆ ଛାତ୍ରବୃତ୍ତି ଭଦ୍ଦେଶ୍ୟ:
କୃଷକଙ୍କ ସନ୍ତାନ ସନ୍ତତିଙ୍କର ଉଚ୍ଚ ତଥା ଛାତ୍ରବୃତ୍ତି ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ ।

କାଳିଆ ଛାତ୍ରବୃତ୍ତି ସହାୟତା ପାଇବା ପାଇଁ ଯୋଗ୍ୟତା

  • କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥୁବା କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭାଗଗଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ସନ୍ତାନ ସନ୍ତତି ଯୋଗ୍ୟ ବିବେଚିତ ହେବେ
  • ସେ ରାଜ୍ୟର ସରକାରୀ ମହାବିଦ୍ୟାଳୟ / ଶିକ୍ଷାନୁଷ୍ଠାନ / ବିଶ୍ଵବିଦ୍ୟାଳୟରେ ବୃଭ୍ଦିଗତ ତଥା ବୈଷୟିକ ଶିକ୍ଷାରେ ସ୍କା୍୍ରକ ଏବଂଡିପ୍ଲୋମା ପାଠ ( ନିୟମିତ ପାଠ୍ୟକ୍ରମ) ପଢୁଥିବେ ବା ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ।
  • ଏ ସେହି ସନ୍ତାନ ସନ୍ତତି ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବିଭାଗ ଦ୍ଵାରା ଉଚ୍ଚ ଶିକ୍ଷା ପାଇଁ ବୃତ୍ତି ପାଇ ନଥୁବେ କିମ୍ବା ସେ କାଳିଆ ଛାତ୍ରବୃତ୍ତି ଗ୍ରହଣ କରିବା ପାଇଁ ଇଚ୍ଛାବ୍ୟକ୍ତ କରିବେ ।
  • ସେ ଓଡ଼ିଶାର ସ୍ଫାୟୀ ବାସିନ୍ଦା ହୋଇଥବେ ।

 କାଳିଆ ଛାତ୍ରବୃତ୍ତି’ ଅଧୀନ ବୃତ୍ତିଗତ ଶିକ୍ଷା କାର୍ଯ୍ୟକ୍ରମ –

ନିମ୍ନଲିଖୂତ ବୃଭିଗତ / ବୈଷୟିକ ଶିକ୍ଷା ଲାଭ ପାଇଁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରାଯିବ –

ରାଜ୍ୟର ଯେକୌଣସି ବୂଭିଗତ / ବୈଷୟିକ ଶିକ୍ଷା କାର୍ଯ୍ୟକ୍ରମ ଯଥା- ବି.ଇ. ¦ ବି.ଟେକ୍‌. / ଏମ୍‌.ବି.ବି.ଏସ୍‌. ବି.ଡି.ଏସ୍‌./
ବି.ଏଚ୍‌.ଏମ୍‌.ଏସ୍‌./ ବି.ଏ.ଏମ୍‌.ଏସ୍‌.! ବି.ଫାର୍ମା./ ବି.ଏସ୍‌.ସି. ( ନର୍ସିଂ) ! ବି.ଏସ୍‌.ସି. ( ଏଗରିକଲଚର)/ ବି.ଏସ୍‌.ସି. ( ହର୍ଟିକଲଚର)! ବି.ଭି. ଏସ୍‌. ସି.( ଡିପ୍ଲୋମା ପଲିଟେକ୍ନିକ୍‌ ଓ ଆଇଟିଆଇ ଇତ୍ୟାଦି |

କାଳିଆ ଛାତ୍ରବୃତ୍ତିର ପରିମାଣ –

କାଳିଆ ଛାତ୍ରବୃତ୍ତିରେ ଜଣେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କର ଉପରୋକ୍ତ ବୃତ୍ତିଗତ / ବୈଷୟିକ ଶିକ୍ଷା ପାଇଁ ଆବଶ୍ୟକ ପଡୁଥିବା ପାଠ୍ୟକ୍ରମ ଫି., ହଷ୍ଟେଲ ଫି. ତଥା ମେସ୍‌ ଖର୍ଚ୍ଚ ଇତ୍ୟାଦି ଅନ୍ତର୍ଭୁକ୍ତ ।

କାଳିଆ ଛାତ୍ରବୃତ୍ତି ଆବେଦନ ପଦ୍ଧତି –

କାଳିଆ ଯୋଜନା ହିତାଧ୍କାରୀଙ୍କ ଯେଉଁ ସନ୍ତାନ ସନ୍ତତିଙ୍କର ଉପରବର୍ଣ୍ରିତ ଯୋଗ୍ୟତା ଥିବ ସେମାନେ http://kalia.co.in/scholarship/ ୱେବସାଇଟ ଭପଲବ ଥିବା କାଳିଆ ଛାତୃବୃଭି ପୋର୍ଟାଲରେ ଅନ୍‌ଲାଇନ ଆବେଦନ ପଦ୍ଧଭି ମାଧ୍ୟମରେ ଆବେଦନ କରିପାରିବେ । ସଂପକ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟ ଛାତ୍ରା ଛାତ୍ରୀ ସମ୍ପୂର୍ଣ ବିବରଣୀକୁ ଅନ୍‌ଲାଇନ୍‌ ମାଧ୍ଯମରେ ସ୍ଵୀକୃତ କରିବେ ।

କାଳିଆ ଛାତ୍ରବୃତ୍ତି ଅନ୍‌ଲାଇନ୍‌ ଆବେଦନ ପାଇଁ ଆବଶ୍ୟକୀୟ ତଥ୍ୟ

  • ସ୍ଥାୟୀ ବାସିନ୍ଦା ଠିକଣା
  • ଶିକ୍ଷାନୁଷ୍ଠାନର ବିଷଦ ତଥ୍ୟ
  • ଆବେଦନକାରୀଙ୍କ ଆଧାର କାର୍ଡ ନମ୍ବର 
  • ଛାତ୍ର / ଛାତ୍ରୀଙ୍କର ବ୍ୟାଙ୍କ ଜମାଖତାର ପ୍ରଥମ ପୃଷ୍ଠାର ନକଲ ( ଛାତ୍ର / ଛାତ୍ରୀଙ୍କର ନାମ, ବ୍ୟାଙ୍କ ଜମାଖାତାର ନଂ, ଆଇ.ଏଫ୍‌.ସି. କୋଡ୍‌) 
  • ପିତା / ମାତାଙ୍କ ଆଧାର କାର୍ଡ ନମ୍ବର

ଅନଲାଇନ ଆବେଦନ କରିବା ପାଇଁ ଭିଜିଟ କରନ୍ତୁ : http://green.kalia.co.in/

Add a Comment

Your email address will not be published. Required fields are marked *

Google+400
Google+
https://www.activeodishajobs.com/kalia-scholarship-online-application-form/">
Facebook651
Facebook
RSS3k